Latest Odisha News

IPL ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ କଲା OCA

କଟକ: ଓଡ଼ିଶା ପ୍ରିମିୟର ଲିଗ୍ ବା IPL ପାଇଁ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିଶ । BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ (OCA) । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ । ଏନେଇ ସୂଚନା ଦେଇଛନ୍ତି OCA ସିଇଓ ସୁବ୍ରତ ବେହେରା । ପୂର୍ବରୁ ଓଡ଼ିଆ କ୍ରିକେଟର ବିପ୍ଳବ ସାମନ୍ତରାୟ ଆଇପିଏଲ ଖେଳିଥିଲେ ।

Leave A Reply

Your email address will not be published.