ଭୁବନେଶ୍ବରରେ ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା
ଭୁବନେଶ୍ବର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହା ପୂର୍ବରୁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା । ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଏହି ଟିକା ଦିଆଯିବ । ତେବେ ଆସନ୍ତାକାଲି ସପ୍ତାହାନ୍ତ ସଟ୍ଡାଉନ୍ ଥିଲେ ବି ଟ୍ରାଏଲ ବେସ୍ରେ କିଛି…