ପଞ୍ଚାୟତ ଭୋଟ୍ କାଉଣ୍ଟିଂର ଶେଷ ଦିନ: କାହାକୁ ମିଳିଛି କେତେ ସିଟ୍ ଜାଣନ୍ତୁ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ତଥା ଶେଷ ଦିନ । ଆଜି ୨୨୯ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ଚାଲିଛି । ଗତକାଲି ଦ୍ୱିତୀୟ ଦିନରେ ୩୦୭ ଓ ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନରେ କାଉଣ୍ଟିଂ କରାଯାଇଥିଲା ।
ଦୁଇ ଦିନର ଗଣତିରେ ସବୁଠୁ ବାଜି ମାରିଛି ବିଜେଡି ।…