Latest Odisha News

BREAKING NEWS

Browsing Tag

odisha

ବାତ୍ୟା ‘ଦାନା’ ପାଇଁ ୨୦ ଟ୍ରେନ ବାତିଲ, ଜାଣନ୍ତୁ କେଉଁ କେଉଁ ଟ୍ରେନ

ଭୁବନେଶ୍ୱର: ବାତ୍ଯା 'ଦାନା' ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଏନେକ ଟ୍ରେନ ବାତିଲ କରାଯାଇଛି। ଏହା ମଧ୍ୟରେ ଆଉ ୨୦ଟି ଟ୍ରେନ ବାତିଲ କରାଯାଇଛି। 18413 ପାରାଦୀପ-ପୁରୀ ଏକ୍ସପ୍ରେସ (୨୫.୧୦.୨୦୨୪) 08407 କଟକ-ପାରାଦୀପ ସ୍ପେଶାଲ (୨୪.୧୦.୨୦୨୪) 11020 ଭୁବନେଶ୍ୱର-ମୁମ୍ବାଇ…

ବାତ୍ଯା ‘ଦାନା’; ଏନଆରଟିଏସ୍ ଓ ସ୍କଲାରସିପ ପରୀକ୍ଷା ସ୍ଥଗିତ କଲା ବିଏସଇ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବାତ୍ଯା 'ଦାନା' କାରଣରୁ ଏନଆରଟିଏସ୍ ଏବଂ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନ୍ୟାସନାଲ ରୁରାଲ୍ ଟାଲେଣ୍ଟ ସ୍କଲାରସିପ୍ (ଏନଆରଟିଏସ୍)…

ନିଜ ଦେହରେ ନିଆଁ ଲଗାଇଲେ ମହିଳା, ବଞ୍ଚାଇବାକୁ ଯାଇ ସ୍ବାମୀ ଆହତ

ବାଲେଶ୍ୱର: ବାଲେଶ୍ୱରର ସୋରୋ ବ୍ଲକ ଅନ୍ତର୍ଗତ ଆଡିଆ ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଭାନୁମତି ମହାରାଣା ବୋଲି ଜଣାପଡିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଶଶିକାନ୍ତ ମହାରାଣା ମଧ୍ୟ ଗୁରୁତର ଆହତ…

ରାଜ୍ୟର ୧୮ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୮ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶନିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା (ଭୁବନେଶ୍ୱର),…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରଙ୍କର ପ୍ରତିମୂର୍ତ୍ତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି। ବରପୁତ୍ରମାନଙ୍କ…

ସ୍କ୍ରବ୍ ଟାଇଫସରେ ଜଣେ ମହିମା ସାଧୁ ମୃତ

କଟକ: ଆଉ ଗୋଟିଏ ଜୀବନ ନେଲା ସ୍କ୍ରବ୍ ଟାଇଫସ୍। କଟକସ୍ଥିତ ମହିମା ଆଶ୍ରମର ଜଣେ ସାଧୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି। ସୂଚନାନୁସାରେ, ମହିମା ସମ୍ପ୍ରଦାୟର ଜଣେ ଅନୁଗାମୀ ପ୍ରଭାକର ଦାସ ନିଆଳି ବ୍ଲକ ଅନ୍ତର୍ଗତ ଅନଲୋ ଗ୍ରାମରେ ରହୁଥିଲେ। କିଛି ସମୟ ପୂର୍ବରୁ ସେ ଔଷଧୀୟ ଗଛ…

ମହାଲକ୍ଷ୍ମୀଙ୍କ ହତ୍ଯା ଘଟଣାର ଅଭିଯୁକ୍ତ ଓଡିଶାରେ କଲା ଆତ୍ମହତ୍ଯା

ଭୁବନେଶ୍ୱର: ବେଙ୍ଗାଲୁରୁରେ ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ସନ୍ଦିଗ୍ଧ ଓଡ଼ିଶାରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ମହାଲକ୍ଷ୍ମୀଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିବା ସହ ମୃତଦେହକୁ ୩୦ ଖଣ୍ଡ କରି ରେଫ୍ରିଜରେଟର ଭିତରେ ଭର୍ତ୍ତି କରିଦେଇଥିଲେ। ଡେପୁଟି କମିଶନର…

ମଙ୍କିପକ୍ସ ମୁକାବିଲା ପାଇଁ ଓଡିଶା ପ୍ରସ୍ତୁତ, ସମସ୍ତ ପ୍ରବେଶ ପଥରେ ସତର୍କତା

ଭୁବନେଶ୍ୱର: ଓଡିଶାରେ ମଙ୍କିପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି। ମଙ୍କିପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଏହାସହ ମଙ୍କି ପକ୍ସ ସଂକ୍ରମିତ ୧୪ଟି…

କମଲା ହାରିସଙ୍କ କ୍ୟାମ୍ପେନିଂ ଟିମରେ ଓଡିଆ ପୁଅ

ଭୁବନେଶ୍ୱର: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ ଟ୍ରମ୍ପ ଏବଂ କମଲା ହାରିସ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଛନ୍ତି ଓଡିଶାର ପୁଅ ସମୟ ସାହୁ। ସମୟ କେବଳ ଡେମୋକ୍ରାଟ୍ ପ୍ରାର୍ଥୀ ତଥା ଆମେରିକାର ଉପ-ରାଷ୍ଟ୍ରପତି ହ୍ୟାରିସଙ୍କ ପାଇଁ ପ୍ରଚାର…

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଗଞ୍ଜାମ, ଦେବଗଡ ଓ ଖୋର୍ଦ୍ଧା (ଭୁବନେଶ୍ୱର)। ଆଜି ରାତି ତଥା ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ସାମାନ୍ଯରୁ…