Latest Odisha News

BREAKING NEWS

Browsing Tag

odisha

ତ୍ୱରିତ ସ୍ୱାସ୍ଥ୍ୟସେବା ପାଇଁ ଆରମ୍ଭ ହେବା ଯୋଜନା “ଲକ୍ଷ୍ମୀ”, ଗୁରୁତର ରୋଗୀ ଓ ଆହତଙ୍କୁ ହସପିଟାଲ୍…

ଭୁବନେଶ୍ୱର : ଗୁରୁତର ରୋଗୀ କିମ୍ବା ଆହତ ବ୍ୟକ୍ତିଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ଆଣି ପହଞ୍ଚାଇବ ହେଲିକପ୍ଟର। ସଡ଼କପଥରେ ଅପଚୟ ହେଉଥିବା ମୂଲ୍ୟବାନ ସମୟକୁ ଭରଣା କରିବା ଲକ୍ଷ୍ୟରେ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ…

ପ୍ରଜନନ ଋତୁ ଯୋଗୁଁ ସମୁଦ୍ରରେ ମାଛ ଧରିବା ଉପରେ ସରକାରଙ୍କ କଟକଣା, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବାଉପରେ ରାଜ୍ୟ ସରକାର ସାମୟିକ କଟକଣା ଜାରି କରିଛନ୍ତି। ରାଜ୍ୟ କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ…

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଆବଶ୍ୟକସ୍ଥଳେ ସମୟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ

ଭୁବନେଶ୍ୱର : ଆଜି(ମଙ୍ଗଳବାର)ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ଏଣିକି ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ। ପ୍ରବଳ ଖରାକୁ…

ପୁରୀ-ହାୱଡ଼ା ମଧ୍ୟରେ ଶୀଘ୍ର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍, ଚୂଡ଼ାନ୍ତ ସମୟ ସାରଣୀକୁ ଅପେକ୍ଷା

ଭୁବନେଶ୍ୱର:ଓଡ଼ିଶାରେ ଖୁବ ଶୀଘ୍ର ଚାଲିବ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ୍। ସୂଚନା ଅନୁସାରେ ପୁରୀ-ହାୱଡ଼ା ମଧ୍ୟରେ ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ଟ୍ରେନ୍ ଖୁବ ଶୀଘ୍ର ଚଳାଚଳ କରିବ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌‌ର ସମୟ ସାରଣୀ ଅନୁସାରେ ସପ୍ତାହକୁ ତିନି ଥର ଏହି…

ଆସନ୍ତା ମେ’ ୭ରେ ନିଟ୍‌‌ ୟୁଜି ପ୍ରବେଶିକା, ଓଡ଼ିଶାର ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି

ଆସନ୍ତା ମେ’ ମାସ ୭ତାରିଖରେ ଅନୁଷ୍ଠିତ ହେବ ନିଟ୍‌‌ ୟୁଜି ପ୍ରବେଶିକା ଏହି କ୍ରମରେ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକ ସମେତ ଅନୁଗୁଳ,…

ଓଡ଼ିଶାରେ କୁଆଡେ ଗଲା ବିଆରଏସ ?

ଭୁବନେଶ୍ୱର: କୁଆଡେ ଗଲା ବିଆରଏସ । ରାଜ୍ୟରେ ଦମଦାର ଢଙ୍ଗରେ ଏଣ୍ଟ୍ରି ପ୍ରକ୍ରିୟା ଆରମ୍ଭ କରିଥିବା ବିଏରଆସର ଏବେ ସେତେଟା ଚର୍ଚା ନାହିଁ । ଜୟରାମ ପାଙ୍ଗୀଙ୍କଠାରୁ ଆରମ୍ଭ କରି ପୂର୍ବଚନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ କିଛି ପୂର୍ବତନ ବିଧାୟକ ତଥା ବରିଷ୍ଠ…

ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ହେବ ପାଠପଢ଼ା, ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଏନଏମସି ଦେଲା ଅନୁମତି

କଳାହାଣ୍ଡି ମେଡିକାଲ କଲେଜରେ ଚଳିତବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ । କଳାହାଣ୍ଡି ମେଡିକାଲ କଲେଜରେ ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଏନଏମସି ପକ୍ଷରୁ ଅନୁମତି…

ଓଡ଼ିଶାରେ ନର୍ସିଂ ପାଠ ପଢ଼ିବାକୁ ହେଲେ ଏଣିକି ଦେବାକୁ ହେବ ନିଟ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଡାକ୍ତରୀ ଶିକ୍ଷା ଭଳି ଏବେ ନର୍ସିଂ ପାଠ ପଢିବା ପାଇଁ ଦେବାକୁ ପଡ଼ିବ ଜାତୀୟ ସ୍ତରରେ ହେଉଥିବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) । ଓଡ଼ିଶାରେ ମଧ୍ୟ ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଦେବାକୁ ହେବ ନିଟ୍ ପରୀକ୍ଷା।…

ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା, ଅନଲାଇନ୍ ଓ ଅଫଲାଇନରେ କରାଯିବ ମୂଲ୍ୟାଙ୍କନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇର ସମସ୍ତ ପରୀକ୍ଷା ଏପ୍ରିଲ ୫ ତାରିଖରେ ଶେଷ ହେବା ପରେ ଏପ୍ରିଲ ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ଆରମ୍ଭ ହେବ। ଚଳିତ ବର୍ଷ ଅଫଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ଟି ଜୋନ୍ ହୋଇଥିବାବେଳେ…

ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ, ନିୟୋଜିତ ହେବେ ପ୍ରାୟ ୧୩ ହଜାର ଶିକ୍ଷକ

କଟକ : ଆସନ୍ତା ଏପ୍ରିଲ ୩(ସୋମବାର)ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ। ଏଥିପାଇଁ ୫୬ ଟି କେନ୍ଦ୍ରରେ ଖାତା ଦେଖାର ବ୍ୟବସ୍ଥା କରାଯାଇଥିବାବେଳେ ଏହି ମୂଲ୍ୟାୟନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଆଶ୍ଵସ୍ତି ଏସ୍ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ…