ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ତ୍ତମାନ ସମୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ଖୋଲିବାରେ ଲାଗିଛି। ଖୁବଶୀଘ୍ର ଶିକ୍ଷାନୁଷ୍ଠନ ମଧ୍ୟ ଖୋଲିବାକୁ ଯାଉଛି।
ଏଭଳି ସ୍ଥିତିରେ ଆଗାମୀ ୨ ମାସ ଯାଏଁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…