ବିଶ୍ୱବିଦ୍ୟାଳୟ ଓ କଲେଜରେ ଖୋଲିବ ଲାବୋରେଟୋରୀ

LILLE, FRANCE - FEBRUARY 17: Sandrine Belouzard, virologist and researcher, uses a microscope as she works in her epidemiology laboratory of the "Infection and Imminence Center" at the Pasteur Institute of Lille on February 17, 2020 in Lille, France. The research institute has sequenced the genome of Coronavirus 2019-nCoV using blood samples taken from the first confirmed French cases of the virus. The institute's scientists will now focus on developing how the virus works, treatments and a possible vaccine. (Photo by Sylvain Lefevre/Getty Images)

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲାବୋରେଟୋରୀ ଖୋଲାଯିବ ବୋଲି ଶୁକ୍ରବାର ଦିନ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପରୀକ୍ଷାମୂଳକ କାର୍ଯ୍ୟ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ପିଏଚଡ଼ି, ଏମଫିଲ୍ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଲାଗି ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକର ଲାବୋରେଟୋରୀ ଗୁଡିକ ଖୋଲାଯାଇପାରିବ।

ତେବେ ଲାବୋରେଟୋରୀ ଗୁଡିକରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ କୋଭିଡ-୧୯ ଗାଇଡ ଲାଇନ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।