ଦେଶରେ ଷ୍ଟ୍ରୋକ୍ ପୀଡିତଙ୍କ ମାମଲାରେ ଶୀର୍ଷରେ ଓଡିଶାର କଟକ
ଭୁବନେଶ୍ୱର: ଦେଶରେ ଷ୍ଟ୍ରୋକ୍ ଜନିତ ମାମଲାରେ କଟକ ଜିଲ୍ଲା ଶୀର୍ଷରେ ରହିଛି। ଏ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ସର୍ଭେରୁ ଜଣାପଡିଛି।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ଅଧ୍ୟୟନ ଅନୁଯାୟୀ, କଟକ ଜିଲ୍ଲାର ପ୍ରତ୍ୟେକ ଏକ ଲକ୍ଷ ଜନସଂଖ୍ୟାରେ ୧୮୭ ଜଣ ବ୍ୟକ୍ତି…