Latest Odisha News

BREAKING NEWS

Browsing Tag

OJS-2021 Result

ପ୍ରକାଶ ପାଇଲା OJS ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପର୍

ଭୁବନେଶ୍ୱର: ପ୍ରକାଶ ପାଇଲା OJS-୨୦୨୧ ରେଜଲ୍ଟ ।  ପରୀକ୍ଷା ଫଳାଫଳ ନେଇ ସୂଚନା ଦେଲା OPSC ।ଏଥିରେ ବି ପୁଅଙ୍କୁ ପଛରେ ପକାଇଲେ ଝିଅ । ପ୍ରଥମ ତିନି ସ୍ଥାନ ଛଡେଇ ନେଲ ଝିଅ ।  ପରୀକ୍ଷାରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତୀ ପରୀକ୍ଷାଥୀର୍ଙ୍କ  ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି…