ଓକେସିଏଲର ବାର୍ଷିକ ଉତ୍ସବ-୨ଠ୨୩
ଭୁବନେଶ୍ୱର: ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡର ବାର୍ଷିକ ଉତ୍ସବ “ଗରୁଡ଼ ଉଡ଼ାଣ-୨ଠ୨୩", କିମ୍ସ ଅଡିଟୋରିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ସମାରୋହରେ ୪୫ଠରୁ ଉର୍ଦ୍ଧ୍ୱ ସ୍ୱୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ରର ୬୩ଠରୁ ଉର୍ଦ୍ଧ୍ୱ ପ୍ରତିନିଧି ତଥା ୩ଠ ଜିଲ୍ଲାର ଜିଲ୍ଲା ଅଗ୍ରଣୀ…