Latest Odisha News

BREAKING NEWS

ଓକେସିଏଲର ବାର୍ଷିକ ଉତ୍ସବ-୨ଠ୨୩

ଭୁବନେଶ୍ୱର: ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡର ବାର୍ଷିକ ଉତ୍ସବ “ଗରୁଡ଼ ଉଡ଼ାଣ-୨ଠ୨୩”, କିମ୍᠎᠎ସ ଅଡିଟୋରିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ସମାରୋହରେ ୪୫ଠରୁ ଉର୍ଦ୍ଧ୍ୱ ସ୍ୱୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ରର ୬୩ଠରୁ ଉର୍ଦ୍ଧ୍ୱ ପ୍ରତିନିଧି ତଥା ୩ଠ ଜିଲ୍ଲାର ଜିଲ୍ଲା ଅଗ୍ରଣୀ ସଂଯୋଜକ ଯୋଗ ଦେଇଥିଲେ । ଜାତୀୟ ସଂଗୀତ ଗାୟନ ସହିତ ସମାରୋହର ଆରମ୍ଭ ହୋଇଥିଲା୲ ଓ କେସିଏଲର ପରିଚାଳନା ନିର୍ଦ୍ଦେଶକ ଡଃ. ମନୋରଂଜନ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ ।

BjdElectrycity

ଓକେସିଏଲର ଲକ୍ଷ୍ୟ ଏବଂ ଆଗାମୀ ବର୍ଷ ପାଇଁ ଅଭିବୃଦ୍ଧିର ଯୋଜନାକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଉକ୍ତ ସମାରୋହରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ର.(ଡଃ.) ଅର୍କ କୁମାର ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଓ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ର (ଡଃ.) ସସ୍ମିତା ସାମନ୍ତ ସମ୍ମାନନୀୟା ଅତିଥି ତଥା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।

ଓକେସିଏଲର ପଦାଧିକାରୀମା ନେସୂଚନା ଓ ପ୍ରଯୁକ୍ତି ବିଦ୍ୟାଭିତ୍ତିକ ତଥା ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସମ୍ବନ୍ଧୀୟ ପାଠ୍ୟକ୍ରମ ଯଥାOS-CIT, OS-CIT ’A’, OS-CIT ‘A+’, OCOC, Achievers Series, eSchool, Knowledge Centreର ଉପସ୍ଥାପନା କରିଥିଲେ । କୁଳପତିପ୍ର.(ଡଃ.) ଅର୍କ କୁମାର ଦାସମହାପାତ୍ର, ଓକେସିଏଲର ବିଭିନ୍ନ ପାଠ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିବା ସହିତ ଉପସ୍ଥିତ ଓକେସିଏଲର ଭାଗିଦାରୀମାନଙ୍କୁ ପ୍ରେରଣା ଦାୟକ ବାର୍ତ୍ତା ପ୍ରଦାନକରିଥିଲେଷ

Leave A Reply

Your email address will not be published.