Latest Odisha News

BREAKING NEWS

Browsing Tag

Old Man Trampled To Death

ଥମୁନି ହାତୀ ଆତଙ୍କ, ଆକ୍ରମଣରେ ଚାଷୀ ମୃତ

ମୟୁରଭଞ୍ଜ  : ଥମୁନି ହାତୀ ଆତଙ୍କ । ବିଭିନ୍ନ ଗାଁରେ ହାତୀ ପଶି ଆତଙ୍କ ଖେଳାଇ ଚାଲିଛନ୍ତି । ଆଜି ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଭଦୁଆଷୋଳ ଗାଁରେ ଅଘଟଣ ।  ହାତୀ ଆକ୍ରମଣରେ ଭଦୁଆଷୋଳ ଗାଁର ଅର୍ଜୁନ ହାଁସଦା ନାମକ ଜଣେ ବୃଦ୍ଧ…