କରୋନାଭାଇରସ୍ରୁ ମୁକ୍ତି ପାଇଲେ ବିଶ୍ୱର ବୟୋଜ୍ୟେଷ୍ଠ ମହିଳା !
ନେଦରଲ୍ୟାଣ୍ଡ: କରୋନାଭାଇରସ୍କୁ ହରାଇଲେ ୧୦୭ ବର୍ଷୀୟ ଡଚ୍ ମହିଳା । ରୋଗମୁକ୍ତ ହେବା ପରେ ମହିଳା ଜଣକ ବିଶ୍ୱର ବୟୋଜ୍ୟେଷ୍ଠ କରୋନା ମୁକ୍ତ ରୋଗୀ ଭାବେ ବିବେଚିତ ହୋଇଛନ୍ତି ।
Dutch woman aged 107 becomes world's oldest person to survive coronavirus…