Latest Odisha News

BREAKING NEWS

Browsing Tag

Ollywood’s Handsome Hero

ଓଲିଉଡର ହ୍ୟାଣ୍ଡସମ୍ ହିରୋ ଅଭିଷେକଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା, ଖୁବଶୀଘ୍ର ମୁକ୍ତିଲାଭ କରିବ ଫିଲ୍ମ 

ଚର୍ଚ୍ଚାରେ ଓଲିଉଡର ହ୍ୟାଣ୍ଡସମ୍ ହିରୋ ଅଭିଷେକ ରଥ । ଏବେ ଏହି ଲୋକପ୍ରିୟ ନାୟକ ପୁଣି ଏକ ନୂଆ ଚଳଚ୍ଚିତ୍ରରେ ନଜର ଆସିବେ । ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।  ପ୍ରଯୋଜକ ରମେଶ ବାରିକଙ୍କ ନୂଆ ଓଡ଼ିଆ ସିନେମାରେ ପାଇଁ କାମ କରୁଛନ୍ତି । ଓଡ଼ିଶାର ଆଗଧାଡିର ଜଣେ…