Latest Odisha News
Browsing Tag

Omicron Case

ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ; ଆନ୍ଧ୍ର ପ୍ରଦେଶ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଜଣେ ୟୁଏଇର ଜଣେ ଫେରନ୍ତା ବ୍ୟକ୍ତି ଓମିକ୍ରନ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ଇଛି। ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ। ବ୍ୟକ୍ତି ଜଣକ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଆନ୍ଧ୍ରପ୍ରଦେଶରୁ ସମୁଦାୟ ୧୭ ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି।…

ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ଅବଗତ କର।।ଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଦିଲ୍ଲୀରୁ ବାହାରିଲା ପ୍ରଥମ ଓମିକ୍ରନ୍ କେସ୍, ତାଞ୍ଜାନିଆରୁ ଫେରିଥିଲେ

ନୂଆଦିଲ୍ଲୀ: ଭାରତରେ ମାଡୁଛି କରୋନା । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମାଡୁଛି । ଦେଶର ରାଜଧାନୀରୁ ଚିହ୍ନଟ ହୋଇଛି ପ୍ରଥମ ଓମିକ୍ରନ୍ କେସ୍ । ତାଞ୍ଜାନିଆ ଫେରନ୍ତା ସଂକ୍ରମିତ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ…