Latest Odisha News

ଆଉ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ; ଆନ୍ଧ୍ର ପ୍ରଦେଶ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଜଣେ ୟୁଏଇର ଜଣେ ଫେରନ୍ତା ବ୍ୟକ୍ତି ଓମିକ୍ରନ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ଇଛି। ଆକ୍ରାନ୍ତଙ୍କ ବୟସ ୫୨ ବର୍ଷ। ବ୍ୟକ୍ତି ଜଣକ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି।

ଆନ୍ଧ୍ରପ୍ରଦେଶରୁ ସମୁଦାୟ ୧୭ ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ସମସ୍ତ ରୋଗୀ ସୁସ୍ଥ ଅଛନ୍ତି ଏବଂ ଅଲଗା ଥିବା ଜଣାପଡିଛି।

ବ୍ୟକ୍ତି ଜଣକ ଡିସେମ୍ବର ୨୧ରେ ୟୁଏଇରୁ ଆସିଥିଲେ। ଡିସେମ୍ବର ୨୪ରେ ବ୍ୟକ୍ତି ଜଣକ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସ୍ୱାସ୍ଥ୍ୟ ବିଭାଗ ବ୍ୟକ୍ତିଙ୍କ ଉପରେ ନଜର ରଖିଛନ୍ତି। ସେ ସୁସ୍ଥ ଅଛନ୍ତି ଏବଂ କ୍ବାରେଣ୍ଟାଇନ୍‌ ଅଛନ୍ତି।

Leave A Reply

Your email address will not be published.