ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବିଜୟ ମୁହାଁ ବାଇଡେନ୍ !
ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ଦିନ ବିତିଲାଣି । ତଥାପି ଚିତ୍ର ଅସ୍ପଷ୍ଟ । ବର୍ତ୍ତମାନ ସୁଦ୍ଧା ଗଣତି ଅନୁସାରେ ବିଜୟ ମୁହାଁ ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ବାଇଡେନ୍ ଆଗୁଆ ରହିଛନ୍ତି ।
ବାଇଡେନ୍ ୨୬୪ ଓ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ…