Latest Odisha News
Browsing Tag

One Person

ପଥର ଖାଦାନରେ ବିସ୍ଫୋରଣ, ଜଣେ ମୃତ 

ଝାରସୁଗୁଡା: ପଥର ଖାଦାନରେ ବିସ୍ଫୋରଣ । ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ସେନହାମାଲ ପଥର ଖାଦାନରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିସ୍ଫୋରଣରେ ବାଦୀମାଲ ଗାଁର ୩୬ ବର୍ଷୀୟ ହରିଶଙ୍କର ଭୋଇଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟିଆରଏଲ୍‌ କ୍ରୋସାକୀ ହସ୍ପିଟାଲରେ…

ପିଲା ଚୋରୀ ଉଦ୍ୟମ ବେଳେ ଜଣକୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସ ନାକେଦମ

ବାଲିପାଟଣା: ପିଲା ଚୋରୀ ଉଦ୍ୟମ କରିବା ବେଳେ ବାଲିପାଟଣା ଥାନା ବନମାଳିପୁର ନୂଆସାହି ଗ୍ରାମବାସୀ ଜଣେ ବ୍ୟକ୍ତିକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରୁ ଅଟକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଛି ।   ସୂଚନାଯୋଗ୍ୟ, ନୂଆସାହି ଗାଁକୁ ଜଣେ ବ୍ୟକ୍ତି…