Latest Odisha News

BREAKING NEWS

Browsing Tag

Online Classes

ଅଗଷ୍ଟ ୪ରୁ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଳାସ । ଏହା ୫ ଦିନ ଧରି ଚାଲିବ । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ର ଶିକ୍ଷକମାନେ ତାଲିମ ନେବେ । ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଗଣଶିକ୍ଷା…

ଡିଜିଟାଲ୍ ଶିକ୍ଷାଦାନ ନେଇ କେନ୍ଦ୍ରର ଗାଇଡଲାଇନ୍

ନୂଆଦିଲ୍ଲୀ: ଅନଲାଇନରେ କେଉଁ ଶ୍ରେଣୀର ପିଲା କେତେ ସମୟ ପାଠ ପଢ଼ିବେ । ଡିଜିଟାଲ ଶିକ୍ଷାଦାନ ନେଇ ଗାଇଡଲାଇନ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍କ୍ରିନ୍ ଟାଇମ୍ । ଶିକ୍ଷକ ଶିକ୍ଷୟିତ୍ରୀ ୨ରୁ ୩ ଘଣ୍ଟା ସ୍କ୍ରିନ୍ ଟାଇମରେ…