Latest Odisha News
Browsing Tag

Online Game

ଅନଲାଇନ ଗେମ୍ ନେଉଛି କି ଜୀବନ, ଲଗ୍ ଆଉଟ୍ ଲେଖି ୧୪ ମହଲାରୁ ଡେଇଁ ପଡିଲେ

ପୁଣେ: ପିମ୍ପ୍ରି ଚିଞ୍ଚୱାଡର ରେଭେଟରେ ସ୍ଥିତ ଏକ ବିଲ୍ଡିଂର ୧୪ ମହଲାରୁ ଡେଇଁ ଜଣେ ୧୬ ବର୍ଷର ବାଳକ ମୃତ୍ୟୁବରଣ କରିଛି। ଆଉ ନିଜ ବାପାମା’ଙ୍କ ପାଇଁ ଛାଡ଼ି ଦେଇଯାଇଛି ସୁଇସାଇଡ ନୋଟ୍‌। ଯେଉଁଥିରେ ‘ଲଗ୍‌ ଆଉଟ୍’ ଲେଖିଥିବା ଜଣାଯାଇଛି। ପୋଲିସର ସୂଚନା ଅନୁଯାୟୀ, ମୃତ ବାଳକ ତାଙ୍କ ପରିବାର…

ରାଜ୍ୟରେ ବ୍ୟାନ ହେବ ଅନଲାଇନ୍‌ ଗେମ୍‌, ବରିଷ୍ଠ କମିଟିରେ ଉପସ୍ଥାପିତ ହେବ ପ୍ରସ୍ତାବ

ନୂଆଦିଲ୍ଲୀ : ଖୁବ ଶୀଘ୍ର ରାଜ୍ୟରେ ଅନଲାଇନ୍ ଗେମ୍ ଉପରେ ଲାଗିବ ପ୍ରତିବନ୍ଧକ। ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗୃହ ବିଭାଗ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ବରିଷ୍ଠ କମିଟିରେ ଏହି ପ୍ରସ୍ତାବ ଉପସ୍ଥାପନା କରାଯିବ । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର…

ଅନ୍‌ଲାଇନ୍ ଜୁଆ ଭସାଇନେଲା ସୁନାର ସଂସାର !

ତାମିଲନାଡୁ: ମୋବାଇଲ ଦୋକାନକୁ ନେଇ ଖୁସୀଖୁସୀ ଚାଲୁଥିଲା ସଂସାର ଗାଡି । ବ୍ୟବସାୟ ସହ ମାନସିକ ସ୍ଥିତି ବି ଭଲ ଥିଲା । ହେଲେ ହଠାତ୍ ବନ୍ଧୁ ଓ ଅନଲାଇନ୍ ଜୁଆ ରୂପରେ ଜୀବନରେ ମାଡିଆସିଥିଲା ଅନ୍ଧାରୁଆ ମେଘ । ଆଉ ତା ପରେ ଜୁଆରେ ଲିଭିଗଲା ଜୀବନ ଦୀପ । ରବିବାର ପୁଡୁଚେରୀର ବିଜୟକୁମାର ନାମକ…