ବାନ୍ଧି ଦେଲେ ହାତଗାେଡ଼,ବିନା ଆନାସ୍ଥେସିଆରେ କଲେ ବନ୍ଧ୍ୟାକରଣ ଅପରେସନ
ବିନା ଆନାସ୍ଥେସିଆରେ ହେଲା ମହିଳାଙ୍କର ଅପରେସନ । ଜୋରଜବରଦସ୍ତ ହାତ ଗୋଡ ଧରି ମୁହଁ ବନ୍ଦ କରିକି କରାଗଲା ବନ୍ଧ୍ୟାକରଣ ଅପରେସନ । ଏମିତି ଘଟଣା ଘଟିଛି ବିହାରର ଖାଗଡିଆ ଜିଲ୍ଲାରେ ।
ଏହି ଜିଲ୍ଲାର ଅଲୋଲି କମ୍ୟୁନିଟି ହେଲଥ ସେଣ୍ଟରରେ ପରିବାର ନିୟନ୍ତ୍ରଣ ଯୋଜନାରେ ବନ୍ଧ୍ୟାକରଣ…