ଏସିଆ ମହିଳା କପ୍ ପାଇଁ ଥିମ୍ ସଙ୍ଗ ପ୍ରସ୍ତୁତ କଲେ ଓଡ଼ିଆ ଯୁବକ
ଭୁବନେଶ୍ବର : ନଭି ମୁମ୍ବାଇ ଠାରେ ଆୟୋଜିତ ଏଏଫସି ମହିଳା ଏସିଆନ କପର ଥିମ୍ ସଙ୍ଗ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ ଓଡ଼ିଆ ଯୁବକ । ସେ ହେଉଛନ୍ତି ଯୁବ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ । ଜାନୁଆରୀ ୨୦ରୁ ଫେବ୍ରୁଆରୀ ୬ ତାରିଖ ଯାଏ ପୁଣେ, ମୁମ୍ବାଇ ଓ ନଭି ମୁମ୍ବାଇରେ ଅନୁଷ୍ଠିତ…