IT ଭିତ୍ତିଭୂମି ବଢାଇବ OSWAN: ରାଜ୍ୟ କ୍ୟାବିନେଟରେ ୩୩୨ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ବର: ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ସୁଦୃଢ଼ କରିବ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି। ଓଡ଼ିଶା ଷ୍ଟେଟ ଏରିଆ ନେଟୱର୍କ-OSWAN ପ୍ରକଳ୍ପକୁ ଅପଗ୍ରେଡ କରାଯିବ। ରାଜ୍ୟ ହେଡକ୍ୱାଟର୍ସ ସହ ସବୁ ଜିଲ୍ଲା ମୁଖ୍ୟାଳୟ ଓ ୩୧୪ଟି ବ୍ଲକ ମୁଖ୍ୟାଳୟରେ ବ୍ୟାଣ୍ଡୱିଥ୍ ଯୋଗାଇବାର ଯୋଜନା…