Latest Odisha News
Browsing Tag

owaisi

‘ସବୁଠୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ’, ଜନସଂଖ୍ୟାକୁ ନେଇ ଭାଗବତଙ୍କ ଉପରେ ବର୍ଷିଲେ ଓୱେସୀ

ହାଇଦ୍ରାବାଦ: ପୁଣି ଆରଏସଏସକୁ ଟାର୍ଗେଟ କଲେ ଅସଦୁଦ୍ଦିନ ଓୱେସୀ। ଏଥର ଜନସଂଖ୍ୟାକୁ ନେଇ ମୋହନ ଭାଗବତଙ୍କ ଉପରେ ବର୍ଷିଛନ୍ତି ଓୱେସୀ। ସେ କହିଛନ୍ତି, ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ, ବରଂ କମୁଛି ଏବଂ ଦେଶରେ ସବୁଠୁ ଅଧିକ କଣ୍ଡୋମ ମୁସଲମାନମାନେ ବ୍ୟବହାର କରୁଛନ୍ତି। ଦେଶରେ 'ଧାର୍ମିକ…