Latest Odisha News
Browsing Tag

oxygen concentrator

ଓଡ଼ିଶାରେ କୋଭିଡ୍ ଚିକିତ୍ସା ପାଇଁ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ ଦେଲା ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛି ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ସିବି ଶତପଥୀ କଲଚରାଲ୍ ଫାଉଣ୍ଡେସନ୍ । କୋଭିଡ୍ ଚିକିତ୍ସା ପାଇଁ ୨୧ଟି ଅକ୍ସିଜେନ୍ କନସଣ୍ଟ୍ରେଟର ପ୍ରଦାନ କରାଯାଇଛି । ଦିଲ୍ଲୀ ସ୍ଥିତ ଗୁରୁଗାଁଓଠାରୁ ଏସବୁ…

ରାଜଧାନୀରେ କରୋନା ରୋଗୀଙ୍କ ଘରେ ଅକ୍ସିଜେନ ପହଞ୍ଚାଇବ ବିଏମ୍‌ସି

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ବରରେ କରୋନା ରୋଗୀଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଘରେ ଥାଇ ବି ରୋଗୀ ପାଇପାରିବେ ଚିକିତ୍ସା ସୁବିଧା। ସୋମବାରଠାରୁ ବିଏମ୍‌ସି ଏହି ପ୍ରକ୍ରିୟା ଆରମ୍ଭ କରିବ। କରୋନା ରୋଗୀଙ୍କ ଘରେ ପହଞ୍ଚାଇବ ଅକ୍ସିଜେନ୍‌। ଏ ନେଇ ଆଜି…

ଖାନ ଚାଚା ମାଲିକ ନବନୀତ କାଲ୍ରାଙ୍କ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ସଂରକ୍ଷଣ ମାମଲାରେ ଅଭିଯୁକ୍ତ ବ୍ୟବସାୟୀ ନବନୀତ କାଲ୍ରାଙ୍କ ଲାଇସେନ୍ସ ବାତିଲ ହୋଇଛି। ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନବନୀତଙ୍କ ଲାଇସେନ୍ସ ସ୍ଥଗିତ ରଖିଥିବା ସୂଚନା ମିଳିଛି। ବାତିଲ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି…

ଭାରତକୁ ୩୦୦ରୁ ଅଧିକ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ଦେଲା ଇରାନ

ନୂଆଦିଲ୍ଲୀ: କରୋନା ମୁକାବିଲା ନିମନ୍ତେ ଇରାନ ଶୁକ୍ରବାର ଦିନ ୩୦୦ ରୁ ଅଧିକ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ଭାରତକୁ ପଠାଇଛି।ଏହି ଜରୁରୀ ଡାକ୍ତରୀ ସାମଗ୍ରୀ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି। ଏ ନେଇ କରୋନା ମୁକାବିଲା ବିରୁଦ୍ଧରେ ଭାରତର ଲଢେଇରେ ଇରାନ ଦ୍ବାରା ଭାରତକୁ…

ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୧୫ ତାରିଖରୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।…

୩୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ୩୦୦ ଭେଣ୍ଟିଲେଟର ଭାରତକୁ ପଠାଇବ ଜାପାନ

ନୂଆଦିଲ୍ଲୀ: ଜାପାନ ୩୦୦ ଅମ୍ଳଜାନ କନ୍‌ସେନ୍‌ଟ୍ରେଟର ଏବଂ ୩୦୦ ଭେଣ୍ଟିଲେଟର ଯୋଗାଇବ ଯାହା କରୋନାଭାଇରସ୍ ସଂକ୍ରମଣର ଏକ ଭୟଙ୍କର ଦ୍ୱିତୀୟ ତରଙ୍ଗକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସକୁ ସମର୍ଥନ କରିବ ବୋଲି ସୂଚନା ମିଳିଛି। ଜାପାନର ରାଷ୍ଟ୍ରଦୂତ ସତୋଶୀ ସୁଜୁକି ଟ୍ୱିଟରେ କହିଛନ୍ତି…