Latest Odisha News

BREAKING NEWS

Browsing Tag

Oxygen Tanker

ଦିଲ୍ଲୀ ଏବଂ ବିଶାଖାପାଟନମକୁ ୮ଟି ଅକ୍ସିଜେନ ଟ୍ୟାଙ୍କର ପଠାଇଲା ଓଡ଼ିଶା

ଭୁବନେଶ୍ୱର: ଆଜି ଓଡ଼ିଶା ସରକାର ଆଉ ୮ଟି ଅକ୍ସିଜେନ ଟ୍ୟାଙ୍କର ଦିଲ୍ଲୀ ଏବଂ ବିଶାଖାପାଟନମକୁ ପଠାଇଛନ୍ତି। ରବିବାର ଦିନ ଯାଜପୁରରୁ ଦିଲ୍ଲୀ ଏବଂ ବିଶାଖାପାଟନମକୁ ୮ଟି ଟ୍ୟାଙ୍କରରେ ଭର୍ତ୍ତି 153.8 MT ଅମ୍ଳଜାନ ପଠାଯାଇଛି। ସେଥିରୁ ୭ଟି ଅକ୍ସିଜେନ ଟ୍ୟାଙ୍କର୍‌କୁ ଟ୍ରେନ ଯୋଗେ ଦିଲ୍ଲୀ…

ଆଜି ଓଡ଼ିଶାରୁ ହାଇଦ୍ରାବାଦ ପହଞ୍ଚିଛି ୫ଟି ଅକ୍ସିଜେନ ଟ୍ୟାଙ୍କର

ହାଇଦ୍ରାବାଦ: ଆଜି ଓଡ଼ିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର ତେଲେଙ୍ଗାନା ପହଞ୍ଚିଛି। ତେଲେଙ୍ଗାନା ସୋମବାର ଦିନ ଓଡିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର୍ ପାଇ ତୁରନ୍ତ ସେଗୁଡିକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନ…

ଓଡ଼ିଶାରୁ ବିଶାଖାପାଟଣା ଓ ପୁଣେ ଗଲା ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନାରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବିଶାଖାପାଟଣା ଏବଂ ପୁଣେକୁ ଶୁକ୍ରବାର ଦିନ ଓଡିଶାରୁ ଆଉ ଦୁଇଟି ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁରର ଏକ ଇଣ୍ଡଷ୍ଟ୍ରିଆଲ୍ ୟୁନିଟରୁ ଦୁଇଟି ଟ୍ୟାଙ୍କର୍ ବିଶାଖାପାଟଣା ଏବଂ ପୁଣେକୁ ଏକ…