୧୯୪୮ ପର୍ଯ୍ୟନ୍ତ ଭାରତୀୟ ମୁଦ୍ରା ବ୍ୟବହାର କରୁଥିଲା ପାକିସ୍ତାନ !
ନୂଆଦିଲ୍ଲୀ: ଆଜି ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଦିନ ବ୍ରିଟିଶ ରାଜର ସମାପ୍ତି ହେବା ସହିତ ଭାରତ ଓ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଏହି ବିଭାଜନକୁ ପରବର୍ତ୍ତୀ ସମୟରେ ତୀବ୍ର ହିଂସା ସୃଷ୍ଟି ହୋଇଥିଲା।
ଆପଣ ଜାଣନ୍ତି କି ଦେଶ ସ୍ବାଧୀନ ହେବା ପରେ…