Latest Odisha News

BREAKING NEWS

Browsing Tag

Pala Artist

ଗାୟକ ଜଗତର ମୁକ୍ତା : ନୃସିଂହ ଚରଣ ହୋତା

ସାମ୍ପ୍ରତିକ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣେ ସଫଳ ପାଲା ଗାୟକ ହେଉଛନ୍ତି ଗାୟକ ଯୁବ ସମ୍ରାଟ୍ ନୃସିଂହ ଚରଣ ହୋତା । ରାଜ୍ୟରେ ଯେଉଁ କେତେ ଜଣ ଯୁବ ଗାୟକ ବର୍ତ୍ତମାନ ପାଲାରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ସବୁ ବର୍ଗର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ…

ଗାୟକ ସୌରଭ ଗଙ୍ଗାଧର ପୁହାଣ

ବରିଷ୍ଠ ପାଲା ଗାୟକ ଗଙ୍ଗାଧର ପୁହାଣ । ନିଜର ଏକ ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ସେ ପାଲା ଜଗତରେ ପରିଚିତ । ଛାନ୍ଦ, ଚମ୍ପୂ, ଚୌପଦୀ, ଓଡିଶୀ ଗାଇବାରେ ସିଦ୍ଧହସ୍ତ ଗାୟକ ସୌରଭ, ଗଙ୍ଗାଧର ପୁହାଣ ଦର୍ଶକଙ୍କୁ ପାଲାରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥାନ୍ତି । ୧୯୫୩ ମସିହା ମାର୍ଚ୍ଚ ୧୩…