ପଂଚାୟତିରାଜ ଦିବସ ନୁହେଁ ଭ୍ରଷ୍ଟାଚାର ଦିବସ ପାଳିବ ବିଜେପି
ଭୁବନେଶ୍ୱର: ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ପଂଚାୟତରାଜ ବ୍ୟବସ୍ଥାର ଆତ୍ମା ଏଠି କାନ୍ଦୁଛି । ରାଜ୍ୟ ଭ୍ରଷ୍ଟାଚାର ଓ ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପାଲଟି…