ଅମୃତଭଣ୍ଡାର ଫେସ୍ ମାସ୍କ ଲଗାନ୍ତୁ, ଚେହେରାରେ ଆସିବ ଚମକ
ଭୁବନେଶ୍ବର:ଚେହେରାରେ ଚମକ ଆଣିବା ପାଇଁ,ଏବେ ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଅମୃତଭଣ୍ଡା ଏବଂ ହଳଦୀରୁ କେମିକାଲ ଫ୍ରି ଫେସ୍ ମାସ୍କ ତିଆରି କରିପାରିବେ । ସ୍କିନ ସମସ୍ୟା ଥିଲେ ସେମାନେ ଏହି ପ୍ରାକୃତିକ ଫେସ୍ ମାସ୍କ ବ୍ୟବହାର କରିପାରିବେ ।
ଏହି ଫେସ୍ ମାସ୍କ ପାଇଁ…