[ଦେଖନ୍ତୁ ଭିଡିଓ] କେବେ ଖୋଲିବ କାଗଜ କଳ? ହାତ ବାନ୍ଧି ବସିଛନ୍ତି ଶହଶହ ଶ୍ରମିକ
ଝାରସୁଗୁଡ଼ା : ଓରିଏଣ୍ଟ କାଗଜକଳ ଏକ ସାଧାରଣ ନାଁ ନୁହଁ । ଏହା ଥିଲା ବ୍ରଜରାଜନଗରର ପରିଚୟ । ପ୍ରତି ମାସର ୯ ତାରିଖ ରେ କାଗଜ କଳ ସମ୍ମୁଖରେ ବସୁଥିଲା ଏକ ବଡ ଧରଣର ହାଟ। ସକାଳର ପ୍ରଥମ ସାଇରନ ରେ ବ୍ରଜରାଜନଗର ହୋଇଉଠୁଥିଲା ଚଳଚଞ୍ଚଳ । ସେ ସାଇରନ ଯେପରି ପାଲଟିଯାଇଥିଲା ସମସ୍ତଙ୍କ ଅତି…