ସନ୍ନ୍ୟାସୀ ହେବା ପାଇଁ ଆମନ୍ତ୍ରଣ: ପତଞ୍ଜଳି ଯୋଗ କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ୯ ଦିନିଆ ମହୋତ୍ସବ
ଭୁବନେଶ୍ୱର: ଆସନ୍ତୁ, ସନ୍ନ୍ୟାସୀ ହେବା । ଦିବ୍ୟ ଭବ୍ୟ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ ହେବା । ଆପଣ ଯଦି ଶିକ୍ଷିତ ତେବେ ଆସନ୍ତୁ, ଏହି ୯ ଦିନିଆ କ୍ୟାମ୍ପରେ ଯୋଗ ଦିଅନ୍ତୁ ଏବଂ ସନ୍ନ୍ୟାସୀ ହୁଅନ୍ତୁ । ସନ୍ନ୍ୟାସ ଦୀକ୍ଷା ନେଲେ ଆପଣ ନିଜ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ ଚରିତ୍ର ଗଠନ…