ବଡ଼ଚଣା ଡାକ୍ତରଖାନାରେ ରୋଗୀଙ୍କୁ ଆକ୍ରମଣ; ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କିଛି ଦାୟିତ୍ୱ ନାହିଁ?
ଯାଜପୁର: ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଆକ୍ରମଣ ହେଲା । ମାଡ଼ ମାରି ଲହୁ ଲୁହାଣ କଲେ ସିକ୍ୟୁରିଟି ଗାର୍ଡ । ପ୍ରତିକ୍ରିୟାରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ କହିଲେ- "ଆମର କିଛି କର୍ତ୍ତବ୍ୟ ନାହିଁ"।
ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ଚି ରଞ୍ଜନ ପଶାୟତ…