Latest Odisha News

BREAKING NEWS

Browsing Tag

Pawandeep Rajan

ପୁରସ୍କାର ରାଶିରେ ମ୍ୟୁଜିକ୍‌ ସ୍କୁଲ ଖୋଲିବେ ପୱନଦୀପ

ମୁମ୍ବାଇ: ୨୦୨୧ ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୧୨ ବିଜେତା ହୋଇଛନ୍ତି ପୱନଦୀପ ରାଜନ। ପୱନଦୀପଙ୍କୁ ପୁରସ୍କାରରେ ୨୫ ଲକ୍ଷ ଟଙ୍କା ଚେକ୍ ସହିତ ଏବଂ ମାରୁତି ସୁଜୁକି ସ୍ବିଫ୍ଟ କାର୍ ପ୍ରଦାନ କରାଯାଇଛି। ପୱନଦୀପ ଉତ୍ତରାଖଣ୍ଡର ବାସିନ୍ଦା। ଇଣ୍ଡିଆନ୍‌ ଆଇଡଳ୍ ବିଜେତା ହେବା ପରେ…

ପଓ୍ୱନଦୀପ ରାଜନ ଇଣ୍ଡିଆନ୍ ଆଇଡଲ୍-୧୨ ବିଜେତା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ଦେଶର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆଲ୍ ଆଇଡଲ ସିନିଜ ୧୨ରେ ବାଜି ମାରିଲେ ଉତ୍ତରାଖଣ୍ଡର ପଓ୍ୱନଦୀପ ରାଜନ । ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ହୋଇଛନ୍ତି । ଫିନାଲେରେ ଥିଲେ ମୋଟ୍ ୬ ଜଣ ପ୍ରତିଯୋଗୀ  । ଅରୁଣିତା…

କରୋନା ସଂକ୍ରମିତ ହେଲେ ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌, ଫ୍ୟାନଙ୍କ ପାଇଁ ହୋଟେଲ ରୁମ୍‌ରୁ ଗାଇବେ ଗୀତ 

ମୁମ୍ବାଇ: ଇଣ୍ଡିଆନ୍‌ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ଆଗାମୀ ଏପିସୋଡରେ ପଓ୍ବନଦୀପ ମଞ୍ଚରୁ ନୁହେଁ ନିଜ ଫ୍ୟାନମାନଙ୍କ ପାଇଁ ହୋଟେଲ ରୁମରୁ ହିଁ ଗୀତ ଗାଇବେ ବୋଲି କହିଛନ୍ତି । ହୋଟେଲ ରୁମରୁ…