ଶୀତ ଦିନରେ ଖାଆନ୍ତୁ ‘ଚିନାବାଦାମ ବରଫି’
ଭୁବନେଶ୍ବର: ପୂଜାପର୍ବାଣୀ ହେଉ ଅବା ଘରକୁ କୁଣିଆ ଆସିଲେ ମିଠା ଘରେ ତିଆରି ହୋଇଥାଏ । ମିଠା ଭିତରେ କାଜୁ ବରଫି ସମସ୍ତେ ଖାଇଥିବେ କିନ୍ତୁ କେବେ ଚିନାବାଦାମ ବରଫି ଖାଇଛନ୍ତି କି? ତେବେ ଆଜି ଆସନ୍ତୁ ଶିଖିବା କିପରି ତିଆରି ହୁଏ ଚିନାବାଦାମ ବରଫି ।
ସାମଗ୍ରୀ:- ଚିନାବାଦାମ ମଞ୍ଜି- ୨କପ୍,…