[ଭିଡିଓ] ମୋବାଇଲରେ କଏଦ ଖୁଲମ୍ଖୋଲା ଲୁଟ୍ ମାମଲା !
କର୍ନାଟକ: ଦିନ ଦ୍ୱିପହରେ ଛୁରୀ ଦେଖାଇ ଲୁଟ୍ । ଲୁଟ୍ ସମୟରେ ରାସ୍ତା ଶୁନଶାନ୍ ନଥିଲା । ସାଧାରଣ ଦିନ ପରି ସାଧାରଣ ଲୋକେ ଯିବାଆସିବା ବି କରୁଥିଲେ । ହେଲେ କେହି ଜଣେ ଏପରି ଘଟଣାକୁ ରୋକିବା ଲାଗି ସାହାସ ଜୁଟାଇ ପାରିନଥିଲେ । ଏହି ଭିଡିଓରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କୁ…