ଜୋରସୋରରେ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି ଚୀନ, ଉଦବେଗ ପ୍ରକାଶ କଲା ଆମେରିକା
ନୂଆଦିଲ୍ଲୀ : ଜୋରସୋରରେ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି ଚୀନ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଆମେରିକା । ଚୀନର ଆଣବିକ କାର୍ଯ୍ୟକ୍ରମ ଏତେ ଦ୍ରୁତ ଗତିରେ ଆଗେଇଛି ଯେ, ଆସନ୍ତା ୨୦୨୭ ସୁଦ୍ଧା ଦେଶରେ ୭୦୦ରୁ ଅଧିକ ଆଣବିକ ଅସ୍ତ୍ର ଠୁଳ ହୋଇପାରିବ । ଏପରିକି ୨୦୩୦ ସୁଦ୍ଧା ଏହି…