Latest Odisha News

BREAKING NEWS

Browsing Tag

pfizer

ବାପା ହେଲେ ମିଳିବ ଛୁଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି…

କରୋନା ବିପଦକୁ ୮୯% ହ୍ରାସ କରିପାରେ ଫାଇଜରର ଏହି ଆଣ୍ଟିଭାଇରାଲ୍ ପିଲ୍‌

ନୂଆଦିଲ୍ଲୀ: କରୋନା ଲଢେଇକୁ ଆହୁରି ସହଜ ଭାବେ ଚିକିତ୍ସା କରିବା ପାଇଁ ଫାଇଜର ଏହାର ଆଣ୍ଟିଭାଇରାଲ୍ ବଟିକା କରୋନାର ବିପଦକୁ ୮୯% ହ୍ରାସ କରିଥାଏ ବୋଲି ଫାଇଜର କହିଛି। Pfizer Inc ର ପରୀକ୍ଷାମୂଳକ ଆଣ୍ଟିଭାଇରାଲ ବଟିକା କରୋନା ଜନିତ ମୃତ୍ୟୁ ଆଶଙ୍କାକୁ ୮୯% ହ୍ରାସ କରାଇପାରେ।…

‘ଫାଇଜର’ ଏବଂ ‘ମଡର୍ନା’ର ସର୍ତ୍ତ ରଖିବାକୁ ରାଜି ହେଉନି ଭାରତ

ନୂଆଦିଲ୍ଲୀ: ସରକାରୀ ସୂତ୍ରରୁ ପ୍ରକାଶ ଯେ ଆମେରିକାର ଦୁଇ ଟିକା ନିର୍ମାତା କମ୍ପାନୀ ଫାଇଜର ଏବଂ ମଡର୍ନା ଏମିତି କିଛି ସର୍ତ୍ତ ରଖିଛନ୍ତି ଯାହାକୁ  ଭାରତ ସରକାର ଗ୍ରହଣ କରିନପାରନ୍ତି। ଏହି ସମୟରେ, କମ୍ପାନୀର ମୁଖପାତ୍ର ଭାରତରେ ଆମେରିକାର ଟିକା ମୂଲ୍ୟ ଉପରେ ପ୍ରକାଶିତ ଏକ ରିପୋର୍ଟକୁ…

କର୍କଟ ରୋଗୀଙ୍କ ପାଇଁ ପ୍ରଭାବଶାଳୀ କୋଭିଶିଲ୍ଡ, ମଡର୍ନା, ଫାଇଜର!

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପରି କର୍କଟ ରୋଗୀଙ୍କ ପାଇଁ ମଧ୍ୟ କୋଭିଶିଲ୍ଡ, ମଡର୍ନା ଏବଂ ଫାଇଜର ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ କୋଭିଶିଲ୍ଡ, ମଡର୍ନା ଏବଂ ଫାଇଜର କୋଭିଡ-୧୯ ଟିକାର ଉପଯୁକ୍ତ ପ୍ରତିରକ୍ଷା ପ୍ରତିରୋଧକ ପ୍ରତିକ୍ରିୟା ରହିଛି…

ଫାଇଜରଠୁ ଅଧିକ ପ୍ରଭାବଶାଳୀ ମଡର୍ନା ଟିକା!

ନୂଆଦିଲ୍ଲୀ: ମଡର୍ନା କୋଭିଡ ଟିକା ଫାଇଜର-ବାୟୋଏନ୍‌ଟେକ୍‌ କରୋନା ଟିକାଠାରୁ ଦୁଇଗୁଣ ଆଣ୍ଟିବଡି ଉତ୍ପାଦନ କରିଥାଏ। ଟିକାକରଣ ପରେ ଲୋକଙ୍କଠାରେ ତିଆରି ଆଣ୍ଟିବଡି ଉପରେ କରାଯାଇଥିବା ନୂତନ ଅନୁସନ୍ଧାନରୁ ଏହା ଜଣାପଡ଼ିଛି। ବେଲଜିୟମର ଏକ ହସ୍ପିଟାଲ୍‌ରେ ୨୫୦୦ ଲୋକଙ୍କ ଉପରେ କରାଯାଇଥିବା…