ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ନେଇ ଫଟୋ ଅପ୍ଲୋଡ, ଥାନାରେ ମାମଲା
ପୁରୀ: ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ନେଇ ସୋସିଆଲ ମିଡିଆରେ ଫଟୋ ଅପ୍ଲୋଡ ଘଟଣାରେ ପୁରୀ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଛି । ଫେସ୍ବୁକ୍ରେ ଫଟୋ ଅପ୍ଲୋଡ କରିଥିବା ଜ୍ୟୋତି ରଂଜନ ଦାସଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବେଆଇନ୍ ଭାବେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ…