ରଥରେ ଚଢ଼ି ସେଲଫି, ୨ ଯୁବକଙ୍କ ଫଟୋ ଭାଇରାଲ୍
ପୁରୀ: କରୋନା ଯୋଗୁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏପରିକି ବଡ଼ଦାଣ୍ଡରେ ଘର ଛାତ ଉପରୁ ବି ରଥଯାତ୍ରା ଦେଖିବା ମନା । ଏଭଳି ସମୟରେ ରଥ ଉପରେ ଚଢ଼ି ଦୁଇ ଜଣ ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ହୋଇଛି । ଫଟୋରେ ଦେଖିବାକୁ ମିଳିଛି ଦୁଇ ଜଣ…