ପିହୁ ନିଖୋଜ ହେବା ପରଠୁ ‘ରାକ୍ଷୀ ପୁର୍ଣ୍ଣିମା’ ପାଳୁନାହାଁନ୍ତି ପରିବାର ଲୋକେ
ଯାଜପୁର: ଆସୁଛି ସ୍ନେହ,ଶ୍ରଦ୍ଧା, ଭଲପାଇବା ଓ ପବିତ୍ର ବନ୍ଧନର ପର୍ବ ରକ୍ଷା ବନ୍ଧନ ବା ରାକ୍ଷୀ ପୁର୍ଣ୍ଣିମା । ଏହା ପ୍ରତ୍ୟେକ ଭାଈ ଓ ଭଉଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ବ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନ୍ଧେ । ଭଉଣୀ ଯେତେ ଦୂରରେ ଥିଲେ ବି ଭାଈ ପାଖକୁ ଚାଲିଆସେ…