Latest Odisha News

BREAKING NEWS

Browsing Tag

Pintu Nanda

ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ବିଦାୟ

ପୁରୀ(ସନ୍ତୋଷ ଦାଶ): କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ଲୁହ ଆଉ କୋହକୁ ସମ୍ବରଣ କରିପାରୁ ନ ଥିଲେ  ଉପସ୍ଥିତ ସିନେପ୍ରେମୀ,ଶୁଭେଛୁ ଓ କଳାକାର । ଏହି ଲୁହ ଆଉ କୋହ କହୁଥଲା କେତେ ଆପଣାର ଥିଲେ ପିଣ୍ଟୁ ନନ୍ଦ ।  ବେଳାଭୂମିରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛି ଓଲିଉଡ ଅଭିନେତା…

ବିଗୁଡ଼ୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା, ସମସ୍ତଙ୍କ ଆଶୀର୍ବାଦ ମାଗିଲେ ଅଭିନେତା ଶ୍ରୀତମ

ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ଗତ ସପ୍ତାହରେ ଚିକିତ୍ସା ପାଇଁ ଦିଲ୍ଲୀର ଇନଷ୍ଟିଚ୍ଯୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା…

ପିଣ୍ଟୁଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ

ଭୁବନେଶ୍ୱର: ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ ବଢ଼ାଇଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ । ସାଙ୍ଗରେ ଥିଲେ କ୍ରିଏଟିଭ୍ ହେଡ…