କରୋନା ପାଇଁ ସ୍ଥଗିତ ହେଲା ସଫୋକ୍ଲିସଙ୍କ ‘ରାଜା ଇଡିପସ’
ଭୁବନେଶ୍ୱର :ଏସ.ଏଚ ଫାଉଣ୍ଡେସନ ପକ୍ଷରୁ ଏପ୍ରିଲ ୫ ତାରିଖରେ ମଞ୍ଚସ୍ଥ ହେବାକୁ ଥିବା ଗ୍ରୀକ ନାଟକ 'ସଫେକ୍ଲିସଙ୍କ ରାଜା ଇଡିପସ' କୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ତେବେ ଖୁବ୍ ଶୀଘ୍ର ଏହାର ପରବର୍ତ୍ତୀ ମଞ୍ଚନ…