Latest Odisha News

BREAKING NEWS

କରୋନା ପାଇଁ ସ୍ଥଗିତ ହେଲା ସଫୋକ୍ଲିସଙ୍କ ‘ରାଜା ଇଡିପସ’

ଭୁବନେଶ୍ୱର :ଏସ.ଏଚ ଫାଉଣ୍ଡେସନ ପକ୍ଷରୁ ଏପ୍ରିଲ ୫ ତାରିଖରେ ମଞ୍ଚସ୍ଥ ହେବାକୁ ଥିବା ଗ୍ରୀକ ନାଟକ ‘ସଫେକ୍ଲିସଙ୍କ ରାଜା ଇଡିପସ’ କୁ ସ୍ଥଗିତ ରଖାଯାଇଛି।  ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଖୁବ୍ ଶୀଘ୍ର ଏହାର ପରବର୍ତ୍ତୀ ମଞ୍ଚନ ତାରିଖ ଜଣାଇ ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.