କରୋନାଭାଇରସ୍ ବନାମ୍ ଇଣ୍ଡୋନେସିଆନ୍ ଭୂତ ‘ପୋକୋଙ୍ଗ’ !
ଇଣ୍ଡୋନେସିଆ: ଇଣ୍ଡୋନେସିଆର କେପୁଃ ଗାଁ ରାସ୍ତାରେ ରାତି ଅଧରେ ଦେଖିବାକୁ ମିଳୁଛି ପୋକୋଙ୍ଗ ଭୂତ । ତେବେ ମଣିଷଙ୍କ କ୍ଷତି ନୁହେଁ ବରଂ ତାଙ୍କ ଜୀବନରକ୍ଷା କରିବା ପାଇଁ ରାତିରେ ଭୁତମାନେ ଚଳପ୍ରଚଳ କରୁଥିବା ଜଣାପଡିଛି ।
ର୍ୟୁଟର୍ସ ରିପୋର୍ଟ ଅନୁଯାୟୀ କରୋନା ଲକ୍-ଡାଉନକୁ ଗାଁ ଲୋକେ…