Latest Odisha News
Browsing Tag

Poet Haladhar Nag

ହଳଧର ନାଗ ; କବିତାରେ ଭାଷାର ବନ୍ଧନ ଭାଙ୍ଗୁଥିବା ଲୋକଋଷି              

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ସମୟର ଦେବତା ଯୌବନପ୍ରାପ୍ତି ପରେ ସୁନ୍ଦରୀ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ…

ଡାକ୍ତର ଦମ୍ପତି ନିର୍ମାଣ କଲେ ହଳଧର ସଂଗ୍ରହାଳୟ ସାଧନା କୂଟୀର

ବରଗଡ: ପଶ୍ଚିମ ଓଡିଶାର ବିଶିଷ୍ଟ କବି ପଦ୍ମଶ୍ରୀ ହଳଧର ନାଗ । ସାହିତ୍ୟ କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ପାଇଛନ୍ତି ଅନେକ ପୁରସ୍କାର । ଏହି ପୁରସ୍କାର ଓ ତାଙ୍କ ସାହିତ୍ୟକୃତୀର ଗୋଟିଏ ସ୍ଥାନରେ ସୁରକ୍ଷିତ ରଖିବା ପାଇଁ ଡାକ୍ତର ଦମ୍ପତି ସଂଗ୍ରାମୀପୀଠ ଘେଁସଠାରେ ନିର୍ମାଣ କରିଛନ୍ତି…