ଛତିଶଗଡ଼ ଦାନ୍ତେଓ୍ବାଡାରେ ଏନକାଉଣ୍ଟର, ୨ ହାର୍ଡକୋର ମାଓବାଦୀ ମୃତ
ଛତିଶଗଡ଼ : ଛତିଶଗଡ଼ର ଦନ୍ତେୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରୁ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ କରିଥିବା ବେଳେ, ଟିଫିନ୍ ବୋମା, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ।…