ଲକଡାଉନରେ ପୋଲିସର ମାଡ ଥିଓରୀ: ତଦନ୍ତ ନିର୍ଦ୍ଦେଶ
ଝାରସୁଗୁଡା: ଝାରସୁଗୁଡାରେ ଲକଡାଉନରେ ଘରୁ ବାହାରିଥିବା ଜଣେ ଯୁବକଙ୍କୁ ପୋଲିସ ମାଡ ମାରିବା ଘଟଣାରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡା ଏସପି କହିଛନ୍ତି ।
ଏସପି ଜାରି କରିଥିବା ପ୍ରେସନୋଟରେ…