ପିଅନ୍ତୁ ମାଠିଆ ପାଣି: ବଜାଇ ରହିବ ପରମ୍ପରା, ସୁସ୍ଥ ରହିବେ ଆପଣ
ଭୁବନେଶ୍ୱର: ପୁରୁଣା ଦିନରେ ଲୋକଙ୍କ ଘରେ ଘରେ ମାଠିଆ କଳସୀ ଆଦିରେ ପାଣି ରଖି ପିଆଯାଏ । ଏହାଦ୍ୱାରା ଆମ ଭାରତୀୟ ସଭ୍ୟତା ବଜାଇ ରହିବା ସହ ଏଥିରୁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ ।
ଗରମ ଦିନରେ ଫ୍ରିଜରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ…