ପବନରେ ହେବ ଆଳୁଚାଷ, ଆସନ୍ତୁ ଜାଣିବା କିପରି କରିହେବ ଏହି ଚାଷ…
ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ଆସିଲା ନୂଆ ଟେକ୍ନୋଲୋଜି । ଏଣିକି କ୍ଷତି ସହିବେନି ଆଳୁଚାଷୀ । ଭଲ ଆଳୁ ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ପଡ଼ିବନି ଜମି କି ଉର୍ବର ମାଟି । ଏଥର ପବନରେ କରିବେ ଆଳୁଚାଷ । ଆପଣମାନେ ଜାଣିଥିବେ ଆଳୁ ଚାଷ ସାଧାରଣତଃ ମାଟିରେ ଭଲ ଫସଲ ହୋଇଥାଏ। କଣ…